audio
audioduration (s)
1.81
18.5
text
stringlengths
18
155
gender
class label
1 class
ଦଣ୍ଡେ ନିମିଷେ ଥିରହୋଇ ରହିପାରେନା ।
0female
ସେଇ ଗଛ ଛାଇତଳେ, ଧକେଇ ଧକେଇ, ପଡ଼ିରହେ ବୁଲାକୁକୁର ।
0female
କିଏ ଆମକୁ ଖାଦ୍ୟ ଦିଏ ତ, କିଏ ବସ୍ତ୍ର ଦିଏ ।
0female
ତା’ରି ଫୁଲଫଳ ଖାଇ, ପେଟ ଭରନ୍ତି ।
0female
ଆମେ ଯେତେ ଯାହା ଖାଦ୍ୟ ଖାଉ, ସବୁ ଖାଦ୍ୟ ଗଛରୁ ହିଁ ଆମଦାନୀ ହୋଇଥାଏ ।
0female
ଆମେ ଯେତେ ଗଛ ଦେଖୁଛୁ, ପ୍ରତ୍ୟେକଟିରେ କିଛି ନା କିଛି ଔଷଧିୟ ଗୁଣ ରହିଛି ।
0female
ଏସବୁ ବ୍ୟତୀତ, ଆମ ପରିବେଶ ପାଇଁ, ଗଛର ଉପାଦେୟତା, କହିଲେ ସରିବନି ।
0female
ସେଇ ପରମ୍ପରା, ଏବେ ମଧ୍ୟ ଆମ ଦେଶର ପୁରପଲ୍ଲୀରେ, ପ୍ରଚଳିତ ।
0female
ଗଛ ଲଗାଇବା, ଏକ ଧର୍ମକାର୍ଯ୍ୟ ବୋଲି ଲୋକେ ବିଶ୍ଵାସ କରନ୍ତି ।
0female
ମୋଟ୍ ଉପରେ କହିଲେ, ଗଛଲତା ଯୋଗୁଁ ହିଁ, ପୃଥିବୀରେ ପ୍ରାଣୀଜଗତ ତିଷ୍ଠି ରହିଛି ।
0female
ଅବଶ୍ୟ ପ୍ରାଣୀ ଜଗତଠାରୁ ମଧ୍ୟ, ବୃକ୍ଷଲତମାନେ ଯଥେଷ୍ଟ ସୁବିଧା ପାଇଥା’ନ୍ତି ।
0female
ଏମାନେ ନାନାପ୍ରକାର ସେବା କରି, ଆମ ପରିବେଶ, ଓ ଆମକୁ ସୁରକ୍ଷା ଦେଇଥାନ୍ତି ।
0female
ପୁଣି ଏହି ହିସାବ ବାହାରେ, ଗଛଠାରୁ ଆମେ ଆହୁରି ଅନେକ୍ ପ୍ରକାରର ସେବା ପାଇଥାଉ ।
0female
ଗଛଲତା ଯୋଗୁଁ, ଆମ ପୃଥିବୀ ସବୁଜ ଶ୍ୟାମଳ ।
0female
ଯେଉଁଠି ଗଛଲତା ନାହିଁ, ସେଠି ଜୀବନ ଅସ୍ତବ୍ୟସ୍ତ, ଖାଲି ହାହାକାରମୟ ।
0female
ସେଇଠି ଝରିପଡ଼େ, ବୃକ୍ଷ ଦେବତାର ଆଶୀର୍ବାଦ ।
0female
ତେଣୁ ବୃକ୍ଷଲତାର ମହିମାକୁ, ଆମକୁ ମାନିବାକୁ ହେବ ।
0female
ବୃକ୍ଷ ରୋପଣ ଏକ ମହତ୍ କାର୍ଯ୍ୟ, ତାହା ହିଁ ହେବ ବୃକ୍ଷ ଦେବତାର ପ୍ରକୃତ ପୂଜା ।
0female
ତେଣୁ ଭବିଷ୍ୟତ ବଂଶଧରଙ୍କ ପାଇଁ, ଆମକୁ ବି ଗଛ ଲଗାଇବାକୁ ପଡ଼ିବ ।
0female
ସାମାଜିକ ବନୀକରଣ, ଏକ ବ୍ୟାପକ ଯୋଜନା ।
0female
ମରୁଭୂମି ନିକଟବର୍ତ୍ତୀ ଅଞ୍ଚଳରେ, ଏହି ଗଛ, ଜମି ଓ ଫସଲକୁ, ପବନ ଓ ବାଲିରୁ ରକ୍ଷା କରେ ।
0female
ସେମାନଙ୍କର ମାଆ, ମରିଗଲାରୁ ତାଙ୍କ ବାପା ପୁଣି ଥରେ ବିବାହ କଲେ ।
0female
ସାବତମାଆ, ବଡ଼ ଦୟାହୀନା ଓ ରୁକ୍ଷା ।
0female
ତେଣୁ ଭାଇଟି, ତା’ ଭଉଣୀକୁ ସାଙ୍ଗରେ ନେଇ, ଘର ଛାଡ଼ି କୁଆଡ଼େ ଚାଲିଯିବାକୁ ମନସ୍ଥ କଲା ।
0female
ବାଳିକାଟି ତା’ ଭାଇକୁ କହିଲା, ମୋତେ ଭାରି ଶୋଷ କଲାଣି ।
0female
ଚାଲ ଆମେ କେଉଁଠି ଗୋଟିଏ ଝରଣା ଦେଖି, ସେଥିରୁ ମୁନ୍ଦାଏ ପାଣି ପିଇବା ।
0female
ଏଥର ସେମାନେ, ଆଉ ଗୋଟିଏ ଝରଣା ନିକଟରେ ପହଞ୍ଚିଲେ ।
0female
ହେଟାବାଘ ହୋଇଯାଇ ମତେ ଖାଇଦେବ ।
0female
ତେଣୁ ତା’ ଭାଇ କହିଲା, ଆଚ୍ଛା, ମୁଁ ଆଉ ଟିକିଏ ଡେରି କରିବି ।
0female
କିନ୍ତୁ ମତେ ଯେ ଭାରି ଶୋଷ ହେଲାଣି ।
0female
ମୁଁ ଏଥର ଆଉ ସମ୍ଭାଳି ପାରିବିନି ।
0female
ସେ ଦୁହେଁ ବଣ ଭିତରେ, ଚାଲିବାକୁ ଲାଗିଲେ ।
0female
ଆସ୍ତେ ଆସ୍ତେ ନିବିଡ଼ ଜଙ୍ଗଲ ପଡ଼ିଲା ।
0female
ଦେଖନି, କି ସୁନ୍ଦର ଭାଇ ଭଉଣୀ ଦୁଇଟି, କି ଅବସ୍ଥା ହେଇ ଯାଉଛନ୍ତି ।
0female
ଖାଇସାରିଲା ପରେ ସେମାନେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ ।
0female
ଏମିତି ସେମାନେ ଦିନାକେତେ ବଣରେ କଟେଇଲେ ।
0female
ହରିଣ, ଓ ତା’ ଭଉଣୀ, ପରସ୍ପର କଥାବାର୍ତ୍ତା ହୁଅନ୍ତି ।
0female
ହରିଣ ସେଠୁ ଦୌଡ଼ି ପଳାଇ ଯାଇ, ଏସବୁ ଦେଖିବାକୁ ଇଚ୍ଛାକଲା ।
0female
ଦିନସାରା ସେ ଶିକାରୀମାନଙ୍କ ଆଗରେ ଦୌଡ଼ିଲା ।
0female
ଭଉଣୀ ତା’ର କ୍ଷତ ସ୍ଥାନ ଦେଇ, ପଟି ବାନ୍ଧିଦେଲା, ଓ ତା’ର ସେବାଶୁଶ୍ରୂଷା କଲା ।
0female
ସେ ତାକୁ ଖେଦାକୁ ନଯିବା ପାଇଁ, ଅନୁରୋଧ କଲା ।
0female
ତା’ ପରଦିନ ସକାଳୁ, ହରିଣ ସୁସ୍ଥ ସବଳ ହୋଇଗଲା ।
0female
ପୁଣି ଶିକାର ସ୍ଥଳକୁ, ଯିବାକୁ ସେ ଇଚ୍ଛା କଲା ।
0female
ସେ ଝିଅଟିକୁ ଦେଖି, ଭାରି ଖୁସି ହେଲେ ।
0female
ସେ ଅତ୍ୟନ୍ତ ସୁନ୍ଦରୀ ଓ ରୂପବତୀ ଥିଲା ।
0female
ସତେକି, ଗୋଟିଏ ଚାଉଳରେ ଗଢା।
0female
ଝିଅଟି ପାଖରୁ ରାଜା ସମସ୍ତ ଘଟଣା ଜାଣି ପାରିଲେ।
0female
ତାଙ୍କର କୌଣସି ପିଲାପିଲି ନଥିବାରୁ, ସେ ତାକୁ ନିଜର ଝିଅ କରି ରଖିବାକୁ ଚାହିଁଲେ ।
0female
ସେମାନଙ୍କର ସାବତମାଆ ମଲାପରେ, ହରିଣଟି ପୁଣି ଗୋଟିଏ ନବଯୁବାରେ ପରିଣତ ହେଲା ।
0female
ଦିନେ ସେମାନେ ବଣ ବୁଲି ବାହାରିଲେ ।
0female
"ମଦନ କହିଲା-"ସଙ୍ଗାତ, ବଣରେ ଯଦି ବାଘ କି ଭାଲୁ ବାହାରିବ, କଅଣ କରିବା ।")
0female
ସତକୁ ସତ, ଦୂରରୁ ଭାଲୁଟାଏ ଆସିଲା ।
0female
ମଦନ ଆଉ କରେ କଣ, ଗଛ ମୂଳରେ ମଲା ମଣିଷ ପରି, ପଡ଼ିରହିଲା ।
0female
ଭାଲୁ ଆସିଲା, ମଦନକୁ ଶୁଙ୍ଘିଲା ।
0female
ମଲା ମଣିଷ ଭାବି ଚାଲିଗଲା ।
0female
ଭାଲୁ ମଲା ମଣିଷ ଖାଏ ନାହିଁ ।
0female
ପଦନ, ଗଛରୁ ତଳକୁ ଆସିଲା ।
0female
କହିଲା ସଙ୍ଗାତ, ଭାଲୁ ତୁମ କାନରେ କଅଣ କହୁଥିଲା କି ।
0female
ବିପଦରେ, ଯେ ସାହା ନ ହୁଏ, ସେ ସାଙ୍ଗ ନୁହେଁ ।
0female
ଏହା ଶୁଣି ପଦନର ମୁହଁ ଶୁଖିଗଲା ।
0female
ଦିନେ ସେ ମଜା କରିବ ବୋଲି ଭାବିଲା ।
0female
ପାଖ ବିଲରେ ଲୋକେ କାମ କରୁଥିଲେ ।
0female
ଡାକ ଶୁଣି, ବଣ ଆଡ଼କୁ ଧାଇଁଲେ ।
0female
ଲୋକଙ୍କୁ ଦେଖି ବରଜୁ ଠୋ ଠୋ କରି ହସିଲା, ପୁଣି ଥରେ ବରଜୁ, ଏହିପରି ଡାକିଲା ।
0female
ଲୋକେ ତାକୁ, ଖୁବ୍ ଗାଳିଦେଲେ ।
0female
ଦିନେ ସତକୁ ସତ ବାଘ ଆସିଲା ।
0female
ବରଜୁ ବିକଳରେ ଡାକ ଛାଡ଼ିଲା ।
0female
ଲୋକେ ତା’ କଥା ଶୁଣିଲେ ନାହିଁ ।
0female
ବାଘ ବରଜକୁ ଟେକି ନେଇଗଲା ।
0female
ଦିନେ ବଗ ବିଲୁଆକୁ କହିଲା, ଆଜି ମୋ ଜନମ ଦିନ, ଆମ ଘରକୁ ଆସିବ ।
0female
ବଗ ଗୋଟିଏ ସରୁମୁହାଁ ଘଡ଼ିରେ, ମାଛ ତରକାରି ଆଣିଲା ।
0female
ବଗ ତାର ସରୁଆ ଥଣ୍ଟ ଗଳାଇ ଖାଇଲା ।
0female
ମାତ୍ର ବିଲୁଆ ମୁହଁ ସେଥିରେ ପଶିଲା ନାହିଁ ।
0female
ଆଉ ଦିନକର କଥା, ବିଲୁଆ ବଗକୁ ଭୋଜି ଖାଇବାକୁ ଡାକିଲା ।
0female
ବିଲୁଆ ଗୋଟିଏ ଚଟକା ଥାଳିରେ, ମାଂସ ତରକାରି ବାଢ଼ିଦେଲା ।
0female
ବଡ଼ମାଛ ପଡ଼ିଲେ ରାଜାଙ୍କ ଘରେ ଦିଏ ।
0female
ଦିନେ ସେ ବଡ଼ମାଛଟିଏ ଧରିଲା ।
0female
ରାଜଙ୍କ ଘରକୁ ମାଛଟି ଦେବାକୁ ଗଲାବେଳେ, ସିପାହୀ ତାକୁ ଭିତରକୁ ଛାଡ଼ିଲା ନାହିଁ ।
0female
ମାଛ ଦେଖି, ରାଜା ଭାରି ଖୁସି ହେଲେ ।
0female
ଦଶ ମୁଥ ପରେ କେଉଟ କହିଲା, ସେତିକି ।
0female
ଆଉ ଦଶ ମୁଥ, ମୋ ସାଥିକି ଦିଅ ।
0female
ରାଜା ସିପାହୀଙ୍କୁ ଧରି ଆଣିଲେ ।
0female
ତା’ ମୁହଁରେ, କଷି କରି ଦଶ ମୁଥ ଦିଆଗଲା ।
0female
ସିପାହୀଙ୍କୁ ଚାକିରିରୁ ବାହାର କରିଦେଲେ, କେଉଟକୁ ପ୍ରଚୁର ଧନ ଦେଲେ ।
0female
ପରର ମନ୍ଦ ଚିନ୍ତିଲେ, ନିଜର କ୍ଷତି ହୁଏ ।
0female
ସେ ନିତି ନଈରେ ଜାଲ ପକାଏ ।
0female
ମାଛ ବିକି କୌଣସି ପ୍ରକାରେ ଚଳିଯାଏ, ଦିନେ ତା ଜାଲରେ ଗୋଟିଏ ମାଠିଆ ପଡ଼ିଲା ।
0female
ଏଥିରେ ମାଲ୍‌ମତା ଥିବ, ମାଠିଆ ମୁହଁକୁ ଚଟ୍‌କରି ଖୋଲିଦେଲା ।
0female
ଚାହୁଁଚାହୁଁ ସେ ଧୂଆଁରୁ ବିକଟାଳ ଅସୁରଟାଏ ବାହାରିପଡ଼ିଲା ।
0female
ସେ କେଉଟକୁ କହିଲା, ମତେ ଭାରି ଭୋକ ମୁଁ ତତେ ଖାଇବି ।
0female
କେଉଟ ଭୟରେ ଥରିବାକୁ ଲାଗିଲା ।
0female
"ସେ ଡରି ଡରି କହିଲା- "ମହାପୁରୁଷ, ତୁମେ ତ ଏତେ ବଡ଼ ।")
0female
ଏ ଛୋଟ ମାଠିଆରେ କିପରି ଥିଲ, ମତେ ଏ କଥା, ଆଗେ କହ ।
0female
ମୁଁ ତୁମକୁ ବହୁତ ଖାଇବାକୁ ଦେବି, ଅସୁରଟା କିଛି ଭାବିପାରିଲା ନାହିଁ ।
0female
ଗୁଡ଼ାଏ ଖାଇବାକୁ ମିଳିବ, ଭାରି ଖୁସି ହୋଇଗଲା ।
0female
କେଉଟ ସାଙ୍ଗେ ସାଙ୍ଗେ ମାଠିଆରେ ଘୋଡ଼ଣି ଦେଇ, ନଈକି ଫିଙ୍ଗିଦେଲା ।
0female
ବୁଦ୍ଧି ଥିବା ଯୋଗୁଁ, କେଉଟ ବଞ୍ଚିଗଲା ।
0female
ଦିନରାତି ନ ଖାଇ ନ ପିଇ ମହାଦେବଙ୍କୁ ଡାକିଲା ।
0female
ଶେଷକୁ ମହାଦେବ ତାକୁ ଦେଖାଦେଲେ ।
0female
କହିଲେ ତୋର କଅଣ ଦରକାର୍ କହ ।
0female