idx
int64
0
998k
src
stringlengths
5
2.2k
tgt
stringlengths
5
2.02k
conversations
listlengths
3
3
998,200
There are injury marks on his head.
ତାଙ୍କ ମୁଣ୍ଡରେ କ୍ଷତ ଚିହ୍ନ ରହିଛି।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : There are injury marks on his head." }, { "from": "gpt", "value": "ତାଙ୍କ ମୁଣ୍ଡରେ କ୍ଷତ ଚିହ୍ନ ରହିଛି।" } ]
998,201
The police have launched an operation to nab him.
ପୋଲିସ ତାକୁ କାବୁ କରିବାକୁ ମଲକୁ ସିଲ୍ କରି ଅପରେସନ ଆରମ୍ଭ କରିଛି ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : The police have launched an operation to nab him." }, { "from": "gpt", "value": "ପୋଲିସ ତାକୁ କାବୁ କରିବାକୁ ମଲକୁ ସିଲ୍ କରି ଅପରେସନ ଆରମ୍ଭ କରିଛି ।" } ]
998,202
Sunil Dutt was a movie actor, producer, director and politician.
ଜଣେ ଅଭିନେତା, ନିର୍ଦ୍ଦେଶକ, ଫିଲ୍ମ ନିର୍ମାତା ଏବଂ ରାଜନେତା ଭାବେ ସୁନୀଲ ଦତ୍ତ ବେଶ୍‌ ନାଁ କରିଥିଲେ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : Sunil Dutt was a movie actor, producer, director and politician." }, { "from": "gpt", "value": "ଜଣେ ଅଭିନେତା, ନିର୍ଦ୍ଦେଶକ, ଫିଲ୍ମ ନିର୍ମାତା ଏବଂ ରାଜନେତା ଭାବେ ସୁନୀଲ ଦତ୍ତ ବେଶ୍‌ ନାଁ କରିଥିଲେ।" } ]
998,203
And we all know who that is.
ଏବଂ ଏହା ହିଁ ସତ୍ୟ ବୋଲି ଆମେ ସମସ୍ତେ ଜାଣିଛେ ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : And we all know who that is." }, { "from": "gpt", "value": "ଏବଂ ଏହା ହିଁ ସତ୍ୟ ବୋଲି ଆମେ ସମସ୍ତେ ଜାଣିଛେ ।" } ]
998,204
All this while theyve still not made their relationship public.
ଦୁହେଁ ଏ ପର୍ଯ୍ୟନ୍ତ ନିଜ ସମ୍ପର୍କ ବିଷୟରେ ସାର୍ବଜନୀନ କରି ନାହାନ୍ତି।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : All this while theyve still not made their relationship public." }, { "from": "gpt", "value": "ଦୁହେଁ ଏ ପର୍ଯ୍ୟନ୍ତ ନିଜ ସମ୍ପର୍କ ବିଷୟରେ ସାର୍ବଜନୀନ କରି ନାହାନ୍ତି।" } ]
998,205
Ingredients: Vegetable oil, garlic, ginger, red chillies, lemongrass, cumin seeds, ground coriander, chopped tomatoes, tamarind pure, basmati rice, salt and coriander.
ଆବଶ୍ୟକ ସାମଗ୍ରୀ: ଚିକେନ, ବସାଦହି, ଲଙ୍କାଗୁଣ୍ଡ, ରିଫାଇନ୍‌ ତେଲ, ପିଆଜ ବଟା, ଅଦା ରସୁଣ ବଟା, ଟମାଟୋ ପ୍ୟୁରି, ଧନିଆ ପାଉଡର, ଜୀରା ପାଉଡ଼ର, ଗରମ ମସଲା, ଲୁଣ, କ୍ଷୀର, କ୍ରିମ୍‌, ଚାଟ ମସଲା ଓ ଗୋଟା କଞ୍ଚାଲଙ୍କା
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : Ingredients: Vegetable oil, garlic, ginger, red chillies, lemongrass, cumin seeds, ground coriander, chopped tomatoes, tamarind pure, basmati rice, salt and coriander." }, { "from": "gpt", "value": "ଆବଶ୍ୟକ ସାମଗ୍ରୀ: ଚିକେନ, ବସାଦହି, ଲଙ୍କାଗୁଣ୍ଡ, ରିଫାଇନ୍‌ ତେଲ, ପିଆଜ ବଟା, ଅଦା ରସୁଣ ବଟା, ଟମାଟୋ ପ୍ୟୁରି, ଧନିଆ ପାଉଡର, ଜୀରା ପାଉଡ଼ର, ଗରମ ମସଲା, ଲୁଣ, କ୍ଷୀର, କ୍ରିମ୍‌, ଚାଟ ମସଲା ଓ ଗୋଟା କଞ୍ଚାଲଙ୍କା" } ]
998,206
And brothers, that is why we have decided that when India will complete 75 years of its independence in 2022, then by that time we will provide a house to every poor person of India.
ତେଣୁ ଭାଇ ଓଭଉଣୀମାନେ ଆମେ ସ୍ଥିର କରିଛୁ କି 2022 ମସିହାରେ ଭାରତର ସ୍ୱାଧୀନତାର 75ବର୍ଷ ହେବ । ହିନ୍ଦୁସ୍ତାନର ପ୍ରତ୍ୟେକ ଗରିବଙ୍କୁ ତା’ର ଘର ଦିଆଯିବ ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : And brothers, that is why we have decided that when India will complete 75 years of its independence in 2022, then by that time we will provide a house to every poor person of India." }, { "from": "gpt", "value": "ତେଣୁ ଭାଇ ଓଭଉଣୀମାନେ ଆମେ ସ୍ଥିର କରିଛୁ କି 2022 ମସିହାରେ ଭାରତର ସ୍ୱାଧୀନତାର 75ବର୍ଷ ହେବ । ହିନ୍ଦୁସ୍ତାନର ପ୍ରତ୍ୟେକ ଗରିବଙ୍କୁ ତା’ର ଘର ଦିଆଯିବ ।" } ]
998,207
This will lay foundation of a new industrial ecosystem, facilitating industrialization and fiscal consolidation.
ଏହା ରାଜ୍ୟରେ ଏକ ଅନୁକୂଳ ଶିଳ୍ପ ବାତାବରଣ ସୃଷ୍ଟି କରିବା ସହିତ ଶିଳ୍ପାୟନ ଯୋଗୁଁ ଆର୍ଥିକ ସ୍ଥିତି ମଜବୁତ ହେବ ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : This will lay foundation of a new industrial ecosystem, facilitating industrialization and fiscal consolidation." }, { "from": "gpt", "value": "ଏହା ରାଜ୍ୟରେ ଏକ ଅନୁକୂଳ ଶିଳ୍ପ ବାତାବରଣ ସୃଷ୍ଟି କରିବା ସହିତ ଶିଳ୍ପାୟନ ଯୋଗୁଁ ଆର୍ଥିକ ସ୍ଥିତି ମଜବୁତ ହେବ ।" } ]
998,208
This incident took place in Karnataka's Ballari district.
ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : This incident took place in Karnataka's Ballari district." }, { "from": "gpt", "value": "ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ।" } ]
998,209
Culture Minister Ashok Panda was present.
ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : Culture Minister Ashok Panda was present." }, { "from": "gpt", "value": "ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା।" } ]
998,210
Details are not yet available.
ବର୍ତ୍ତମାନ ସୁଦ୍ଧା ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : Details are not yet available." }, { "from": "gpt", "value": "ବର୍ତ୍ତମାନ ସୁଦ୍ଧା ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ।" } ]
998,211
The incident sparked outrage among the locals.
ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : The incident sparked outrage among the locals." }, { "from": "gpt", "value": "ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।" } ]
998,212
National Security Advisor Ajit Doval has the full confidence of the Prime Minister Narendra Modi.
ଏହି କୁଟନୈତିକ ବିଜୟର ଶ୍ରେୟ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : National Security Advisor Ajit Doval has the full confidence of the Prime Minister Narendra Modi." }, { "from": "gpt", "value": "ଏହି କୁଟନୈତିକ ବିଜୟର ଶ୍ରେୟ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ।" } ]
998,213
Once that is done, we will form the government in Maharashtra.
ଖୁବ୍‌ଶୀଘ୍ର ଆମେ ମହାରାଷ୍ଟ୍ରରରେ ସରକାର ଗଠନ କରିବୁ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : Once that is done, we will form the government in Maharashtra." }, { "from": "gpt", "value": "ଖୁବ୍‌ଶୀଘ୍ର ଆମେ ମହାରାଷ୍ଟ୍ରରରେ ସରକାର ଗଠନ କରିବୁ।" } ]
998,214
He said he was ready to face any inquiry on this.
ଏଥିପାଇଁ ଯେକୌଣସି ତଦନ୍ତ ପାଇଁ ସେ ପ୍ରସ୍ତୁତ ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : He said he was ready to face any inquiry on this." }, { "from": "gpt", "value": "ଏଥିପାଇଁ ଯେକୌଣସି ତଦନ୍ତ ପାଇଁ ସେ ପ୍ରସ୍ତୁତ ।" } ]
998,215
"""Electricity is the future of India and most of its infrastructure will be powered by electricity,"" the minister said."
ଶ୍ରୀ ସିଂ କହିଛନ୍ତି, ବିଦ୍ୟୁତ୍ ହେଉଛି ଭାରତର ଭବିଷ୍ୟତ ଏବଂ ଆଗାମୀ ସମୟରେ ଦେଶର ଅଧିକାଂଶ ମୌଳିକ ସୁବିଧା ବୈଦ୍ୟୁତିକ ଶକ୍ତି ଉପରେ ନିର୍ଭର କରିବ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : \"\"\"Electricity is the future of India and most of its infrastructure will be powered by electricity,\"\" the minister said.\"" }, { "from": "gpt", "value": "ଶ୍ରୀ ସିଂ କହିଛନ୍ତି, ବିଦ୍ୟୁତ୍ ହେଉଛି ଭାରତର ଭବିଷ୍ୟତ ଏବଂ ଆଗାମୀ ସମୟରେ ଦେଶର ଅଧିକାଂଶ ମୌଳିକ ସୁବିଧା ବୈଦ୍ୟୁତିକ ଶକ୍ତି ଉପରେ ନିର୍ଭର କରିବ।" } ]
998,216
The police have taken the incident seriously.
ପୁଲିସ୍ ଘଟଣାକୁ ଗୁରୁତର ସହିତ ନେଇ ତନାଘନା ଚଳାଇଥିବା ଜଣାପଡ଼ିଛି ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : The police have taken the incident seriously." }, { "from": "gpt", "value": "ପୁଲିସ୍ ଘଟଣାକୁ ଗୁରୁତର ସହିତ ନେଇ ତନାଘନା ଚଳାଇଥିବା ଜଣାପଡ଼ିଛି ।" } ]
998,217
It is a direct contest between Harivansh Narayan Singh of the JDU and BK Hari Prasad of the Congress.
ଏଥିପାଇଁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ଓ କଂଗ୍ରେସର ବି. କେ. ହରିପ୍ରସାଦ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : It is a direct contest between Harivansh Narayan Singh of the JDU and BK Hari Prasad of the Congress." }, { "from": "gpt", "value": "ଏଥିପାଇଁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ଓ କଂଗ୍ରେସର ବି. କେ. ହରିପ୍ରସାଦ ପ୍ରତିଦ୍ୱନ୍ଦିତା କରୁଛନ୍ତି ।" } ]
998,218
However, the Supreme Court stayed the judgement.
ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରିଜ୍ କରିଦେଇଥିଲେ ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : However, the Supreme Court stayed the judgement." }, { "from": "gpt", "value": "ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରିଜ୍ କରିଦେଇଥିଲେ ।" } ]
998,219
Uttar Pradesh: Stones pelted at police personnel in Aligarh
ଉତ୍ତରପ୍ରଦେଶ ଆଲିଗଡ଼ରେ ପୋଲିସ୍ ଫୋର୍ସ ଉପରେ ଅତର୍କିତ ପଥର ମାଡ଼…
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : Uttar Pradesh: Stones pelted at police personnel in Aligarh" }, { "from": "gpt", "value": "ଉତ୍ତରପ୍ରଦେଶ ଆଲିଗଡ଼ରେ ପୋଲିସ୍ ଫୋର୍ସ ଉପରେ ଅତର୍କିତ ପଥର ମାଡ଼…" } ]
998,220
The police are not taking any action.
ପୁଲିସ ପ୍ରଶାସନ ଯେଉଁଭଳି ପଦକ୍ଷେପ ନେବା କଥା ତାହା ନେଉ ନାହିଁ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : The police are not taking any action." }, { "from": "gpt", "value": "ପୁଲିସ ପ୍ରଶାସନ ଯେଉଁଭଳି ପଦକ୍ଷେପ ନେବା କଥା ତାହା ନେଉ ନାହିଁ।" } ]
998,221
The music has been composed by Raju Singh.
ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : The music has been composed by Raju Singh." }, { "from": "gpt", "value": "ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର ।" } ]
998,222
What would Narendra Modi's Cabinet look like?
ମୋଦିଙ୍କ ମନ୍ତ୍ରିମଣ୍ଡଳର ଆକାର କ’ଣ ରହିବ?
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : What would Narendra Modi's Cabinet look like?" }, { "from": "gpt", "value": "ମୋଦିଙ୍କ ମନ୍ତ୍ରିମଣ୍ଡଳର ଆକାର କ’ଣ ରହିବ?" } ]
998,223
There will be happiness in married life.
ଦାମ୍ପତ୍ୟ ଜୀବନରେ ଖୁସିର ମୁହୂର୍ତ୍ତ ଆସିବ ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : There will be happiness in married life." }, { "from": "gpt", "value": "ଦାମ୍ପତ୍ୟ ଜୀବନରେ ଖୁସିର ମୁହୂର୍ତ୍ତ ଆସିବ ।" } ]
998,224
I never thought I would ever get into politics then.
ସେ ରାଜନୀତିକୁ ଓହ୍ଲାଇବେ କେବେ କଳ୍ପନା ବି କରିନଥିଲେ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : I never thought I would ever get into politics then." }, { "from": "gpt", "value": "ସେ ରାଜନୀତିକୁ ଓହ୍ଲାଇବେ କେବେ କଳ୍ପନା ବି କରିନଥିଲେ।" } ]
998,225
The saints and seers of Gujarat have played a very big role in the making of the Sardar Sarovar Dam, he said.
ଗୁଜରାଟର ଋଷି ଓ ମୁନିମାନେ ସର୍ଦ୍ଦାର ପଟେଲ ନଦବନ୍ଧ ନିର୍ମାଣ ପାଇଁ ବଡ଼ ଭୂମିକା ନିର୍ବାହ କରିଛନ୍ତି ବୋଲି ସେ କହିଥିଲେ ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : The saints and seers of Gujarat have played a very big role in the making of the Sardar Sarovar Dam, he said." }, { "from": "gpt", "value": "ଗୁଜରାଟର ଋଷି ଓ ମୁନିମାନେ ସର୍ଦ୍ଦାର ପଟେଲ ନଦବନ୍ଧ ନିର୍ମାଣ ପାଇଁ ବଡ଼ ଭୂମିକା ନିର୍ବାହ କରିଛନ୍ତି ବୋଲି ସେ କହିଥିଲେ ।" } ]
998,226
The decision must be in effective until further notice, it said.
ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ସୂଚନା ମିଳିଛି।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : The decision must be in effective until further notice, it said." }, { "from": "gpt", "value": "ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ସୂଚନା ମିଳିଛି।" } ]
998,227
The police said the murders were driven by an old rivalry and family enmity.
ପୂର୍ବ ଶତ୍ରୁତା ଓ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି ।
[ { "from": "system", "value": "You are a helpful assistant who is an expert in linguist specializing in English and Odia." }, { "from": "human", "value": "Translate English to Odia : The police said the murders were driven by an old rivalry and family enmity." }, { "from": "gpt", "value": "ପୂର୍ବ ଶତ୍ରୁତା ଓ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି ।" } ]